10 Lines About Dola Purnima in Odia

  1. Dola Purnima is a festival of love, friendship and unity.
  2. This festival is also known as two journeys.
  3. Gobind falls on the surface of Dhara for the sake of Faguga.
  4. Govinda, who stays inside the temple throughout the year and gives darshan to the devotees, comes to the Dand Duar of the devotees on this day to eat food.
  5. Both planes are decorated with colorful flags and garlands.
  6. 4 people take the plane to the beat of traditional musical instruments like clock, clock, conch, mridang, veri, turi.
  7. Sri Radha and Gobind travel around the village in this plane named Doa.
  8. Due to the leap month, two flights are kept between each devotee. And the devotee brings the pleasures of his own home.
  9. After Radha Govinda has eaten, the devotee greets her by throwing fagu or abir on her.
  10. On the next day of Purnima, Thakur is taken back to the temple after a great bath.

10 Lines About Dola Purnima in Odia

  1. ପ୍ରେମ, ସାହାର୍ଦ୍ୟ ଓ ଐକ୍ୟତାର ପର୍ବ ହେଉଛି ଦୋଳ ପୂର୍ଣ୍ଣିମା.
  2. ଏହି ପର୍ବ ଦୋଳ ଯାତ୍ରା ନାମରେ ମଧ୍ୟ ଖ୍ୟାତ.
  3. ଫଗୁଣର ପରସ ପାଇଁ ଧରା ପୃଷ୍ଠରେ ଅବତୀର୍ଣ୍ଣ ହୁଅନ୍ତି ଦୋଳ ଗୋବିନ୍ଦ.
  4. ବର୍ଷକ ଯାକ ମନ୍ଦିର ଭିତରେ ରହି ଭକ୍ତଙ୍କୁ ଦର୍ଶନ ଦେଉଥିବା ଗୋବିନ୍ଦ ଏଇ ଦିନ ଭକ୍ତ ମାନଙ୍କ ଦାଣ୍ଡ ଦୁଆରକୁ ଆସନ୍ତି ଭୋଗ ଖାଇବା ଲାଗି.
  5. ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ପତାକା ଓ ଜରିରେ ସଜେଇ ଦିଆଯାଏ ଦୋଳ ବିମାନ.
  6. ଘଣ୍ଟା, ଘଣ୍ଟ, ଶଙ୍ଖ, ମୃଦଙ୍ଗ, ଭେରୀ, ତୁରୀ ଭଳି ପାରମ୍ପରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ବିମାନକୁ ୪ ଜଣ କାନ୍ଧେଇ ନିଅନ୍ତି.
  7. ଶ୍ରୀ ରାଧା ଓ ଗୋବିନ୍ଦ ଏହି ଦୋଳ ନାମକ ବିମାନରେ ଆରୂଢ ହୋଇ ଗ୍ରାମ ଭ୍ରମଣ କରନ୍ତି.
  8. ଫଗୁଣ ମାସ ହେତୁ ପ୍ରତ୍ୟେକ ଭକ୍ତଙ୍କ ଦୁଆରେ ଦୋଳ ବିମାନ ରଖାହୁଏ. ଆଉ ଭକ୍ତ ନିଜ ଘରେ ଥିବା ଭୋଗ ଆଣି ପ୍ରଦାନ କରନ୍ତି.
  9. ରାଧା ଗୋବିନ୍ଦ ଭୋଗ ଖାଇ ସାରିବା ପରେ ଭକ୍ତ ତାଙ୍କ ଉପରେ ଫଗୁ କିମ୍ବା ଅବୀର ଫିଙ୍ଗି ଅଭିବାଦନ ଜଣାଏ.
  10. ପୂର୍ଣ୍ଣିମା ପରଦିନ ଠାକୁରଙ୍କୁ ମହା ସ୍ନାନ କରାଇ ପୁନଃ ମନ୍ଦିର ଭିତରକୁ ନିଆଯାଏ.