10 Lines About Holi Festival in Odia

10 Lines About Holi Festival in Odia, 10 lines about holi in odia, holi essay in odia language, essay on holi in odia, 10 lines on holi in odia.

  1. Holi is the festival of colors and happiness.
  2. Holi falls on Pratipada Tithi in the month of Falgun every year.
  3. This festival is celebrated with great joy throughout the Indian year.
  4. From small to tall, old and young, everyone forgets their old beliefs and starts a new relationship with new hopes and dreams.
  5. On the day of Holi, yellow, red, purple, green etc colors are seen flying around.
  6. Small children fill pitchers with water and paint each other.
  7. The four sides are bright with new colors of joy.
  8. Nature, disappointed by the leaf fall of spring and summer, becomes colored by the touch of Falgun.
  9. On Holi, most people have different types of cakes in their homes. Which is eaten together in the family.
  10. Many people die by drowning in the swamp due to drinking alcohol on this day.
  11. So we have to take an oath that we should use bio-based dyes, stay away from alcohol and meat and celebrate this festival peacefully with joy and happiness.

10 Lines About Holi Festival in Odia

10 Lines About Holi in Odia

  1. ରଙ୍ଗ ଓ ଖୁସିର ପର୍ବ ହେଉଛି ହୋଲି.
  2. ପ୍ରତ୍ୟେକ ବର୍ଷର ଫାଲ୍ଗୁନ ମାସ ପ୍ରତିପଦା ତିଥିରେ ପଡେ ହୋଲି.
  3. ଏହି ପର୍ବ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହକାରେ ପାଳନ କରାଯାଏ.
  4. ଛୋଟ ରୁ ବଡଅବଲ ବୃଦ୍ଧ ବନିତା ସମସ୍ତେ ପୁରୁଣା ମନାନ୍ତର ମତାନ୍ତର ଭୁଲି ପରସ୍ପରକୁ ରଙ୍ଗ ଲଗାଇ ନୂତନ ଆଶା ସହିତ ନୂତନ ସମ୍ପର୍କର ଆରମ୍ଭ କରନ୍ତି.
  5. ହୋଲି ଦିନ ଚାରିଆଡେ ହଳଦିଆ, ଲାଲ, ବାଇଗଣୀ, ସବୁଜ ଇତ୍ୟାଦି ରଙ୍ଗ ବେରଙ୍ଗର ଅବୀର ଓ ଫଗୁ ଉଡ଼ୁଥିବାର ଦେଖାଯାଏ.
  6. ଛୋଟ ଛୋଟ ପିଲା ମାନେ ପିଚକାରୀରେ ପାଣି ଭରି ପରସ୍ପରକୁ ରଙ୍ଗ ବୋଳୁଥାନ୍ତି.
  7. ଚତୁର୍ଦିଗ ଆନନ୍ଦ ଉଲ୍ଲାସରେ ନୂତନ ରଙ୍ଗରେ ଝଲସୁ ଥାଏ.
  8. ବସନ୍ତଋତୁର ପତ୍ର ଝଡା ଯୋଗୁଁ ନିରାଶ ହୋଇଯାଇଥିବା ପ୍ରକୃତି ଫାଲ୍ଗୁନର ସ୍ପର୍ଶରେ ରଙ୍ଗୀନ ହୋଇଉଠେ.
  9. ହୋଲି ଦିନ ଅଧିକାଂଶ ଲୋକଙ୍କ ଘରେ ବିଭିନ୍ନ ପ୍ରକାର ପିଠାପଣା ହୋଇଥାଏ. ଯାହାକୁ ସପରିବାରେ ମିଶି ଖାଇଥାନ୍ତି.
  10. ଅନେକ ଲୋକ ଏହିଦିନ ମଦ ପାନ ଯୋଗୁଁ ଜଳାଶୟରେ ବୁଡି ମୃତ୍ୟୁ ବରଂ କରିଥାନ୍ତି.
  11. ଏଣୁ ଆମକୁ ଶପଥ ନେବାକୁ ପଡିବ ଯେ ଆମେ ଜୈବିକ ପ୍ରକ୍ରିୟାରେ ନିର୍ମିତ ରଙ୍ଗକୁ ବ୍ୟବହାର ମଦ୍ୟ, ମାଂସ ଥରୁ ଦୂରରେ ରହି ଶାନ୍ତିପୂର୍ଣ୍ଣ ଭାବରେ ଆନନ୍ଦ ଉଲ୍ଲାସ ସହକାରେ ଏହି ପର୍ବ ପାଳନ କରିବା ଉଚିତ.