10 Lines About Jagannath Temple in Odia

Share With Others

10 Lines About Jagannath Temple in Odia, about jagannath temple in odia language, jagannath temple history in odia pdf.

  1. The Jagannath Temple in Odisha is world famous for its temple name called Shree Mandira.
  2. The height of the temple is 45 meters.
  3. There are high walls around the temple, called the Meghnad Wall.
  4. There are temples of many deities inside the temple.
  5. But the highest temple is the temple of Jagannath.
  6. Inside this temple has a Ratna Sinhasana. On this Ratna Sinhasana 4 Lords sitting.
  7. Balabhadra in the south, Maa Subhadra in the middle and Lord Sri Jagannath on the left, in addition to Sudarshan.
  8. In front of this temple is the Bhairavi Chakra.
  9. The temple is home to Nat Mandap, Mukti Mandap, Bhai Bohu Kua, Sanghu Panda Reader and Servant.
  10. Those who serve in the big temple every day.
  11. The world-famous rath yatra is held here every year. Achandal Brahmins and foreign tourists flock to see it.
10 Lines About Jagannath Temple in Odia
  1. ଓଡିଶାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିର ନାମରେ ବିଶ୍ୱ ପ୍ରସିଦ୍ଧ ଅଟେ.
  2. ଏହି ମନ୍ଦିରର ଉଚ୍ଚତା ୬୫ ମିଟର ଅଟେ.
  3. ଏହି ମନ୍ଦିରର ଚାରି ପାର୍ଶ୍ଵରେ ରହିଛି ସୁଉଚ୍ଚ ପ୍ରାଚୀର ଯାହାକୁ ମେଘନାଦ ପ୍ରାଚୀର ବୋଲି କୁହାଯାଏ.
  4. ଶ୍ରୀମନ୍ଦିର ଭିତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି.
  5. କିନ୍ତୁ ସର୍ବୋଚ୍ଚ ମନ୍ଦିର ହେଉଛି ଜଗନ୍ନାଥଙ୍କ ମନ୍ଦିର.
  6. ଏହି ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ ରହିଛି. ଉକ୍ତ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ରହିଛନ୍ତି.
  7. ଦକ୍ଷିଣରେ ବଳଭଦ୍ର, ମଝିରେ ମା ଶୁଭଦ୍ରା ଏବଂ ବାମ ଭାଗରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଏହା ବ୍ୟତୀତ ପାଖରେ ସୁଦର୍ଶନ ରହିଛନ୍ତି.
  8. ଏହି ମନ୍ଦିର ସାମ୍ନାରେ ଭୈରବୀ ଚକ୍ର ରହିଛି.
  9. ଏହି ମନ୍ଦିର ଭିତରେ ନାଟ ମଣ୍ଡପ, ମୁକ୍ତି ମଣ୍ଡପ, ଭାଇ ବୋହୁ କୂଅ, ସାଙ୍ଗକୁ ପଣ୍ଡା ପଢ଼ିଆରୀ ଓ ସେବକ ରହିଛନ୍ତି.
    ଯେଉଁ ମାନେ ପ୍ରତ୍ୟେକ ଦିନ ବଡ ଦେଉଳରେ ସେବା କରନ୍ତି.
  10. ପ୍ରତ୍ୟେକ ବର୍ଷ ଏଠାରେ ବିଶ୍ୱ ବିଦିତ ରଥଯାତ୍ରା ଅନୁଷ୍ଠିତ ହୁଏ. ଯାହାକୁ ଦେଖିବା ପାଇଁ ଆଚାଣ୍ଡାଳ ବ୍ରାହ୍ମଣ ଏବଂ ବିଦେଶୀ ପର୍ଯ୍ୟଟକ ଯୋଗ ଦେଇଥାନ୍ତି.

Share With Others