10 Lines About Jagannath Temple in Odia, about jagannath temple in odia language, jagannath temple history in odia pdf.
- The Jagannath Temple in Odisha is world famous for its temple name called Shree Mandira.
- The height of the temple is 45 meters.
- There are high walls around the temple, called the Meghnad Wall.
- There are temples of many deities inside the temple.
- But the highest temple is the temple of Jagannath.
- Inside this temple has a Ratna Sinhasana. On this Ratna Sinhasana 4 Lords sitting.
- Balabhadra in the south, Maa Subhadra in the middle and Lord Sri Jagannath on the left, in addition to Sudarshan.
- In front of this temple is the Bhairavi Chakra.
- The temple is home to Nat Mandap, Mukti Mandap, Bhai Bohu Kua, Sanghu Panda Reader and Servant.
- Those who serve in the big temple every day.
- The world-famous rath yatra is held here every year. Achandal Brahmins and foreign tourists flock to see it.

- ଓଡିଶାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିର ନାମରେ ବିଶ୍ୱ ପ୍ରସିଦ୍ଧ ଅଟେ.
- ଏହି ମନ୍ଦିରର ଉଚ୍ଚତା ୬୫ ମିଟର ଅଟେ.
- ଏହି ମନ୍ଦିରର ଚାରି ପାର୍ଶ୍ଵରେ ରହିଛି ସୁଉଚ୍ଚ ପ୍ରାଚୀର ଯାହାକୁ ମେଘନାଦ ପ୍ରାଚୀର ବୋଲି କୁହାଯାଏ.
- ଶ୍ରୀମନ୍ଦିର ଭିତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି.
- କିନ୍ତୁ ସର୍ବୋଚ୍ଚ ମନ୍ଦିର ହେଉଛି ଜଗନ୍ନାଥଙ୍କ ମନ୍ଦିର.
- ଏହି ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ ରହିଛି. ଉକ୍ତ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ରହିଛନ୍ତି.
- ଦକ୍ଷିଣରେ ବଳଭଦ୍ର, ମଝିରେ ମା ଶୁଭଦ୍ରା ଏବଂ ବାମ ଭାଗରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଏହା ବ୍ୟତୀତ ପାଖରେ ସୁଦର୍ଶନ ରହିଛନ୍ତି.
- ଏହି ମନ୍ଦିର ସାମ୍ନାରେ ଭୈରବୀ ଚକ୍ର ରହିଛି.
- ଏହି ମନ୍ଦିର ଭିତରେ ନାଟ ମଣ୍ଡପ, ମୁକ୍ତି ମଣ୍ଡପ, ଭାଇ ବୋହୁ କୂଅ, ସାଙ୍ଗକୁ ପଣ୍ଡା ପଢ଼ିଆରୀ ଓ ସେବକ ରହିଛନ୍ତି.
ଯେଉଁ ମାନେ ପ୍ରତ୍ୟେକ ଦିନ ବଡ ଦେଉଳରେ ସେବା କରନ୍ତି. - ପ୍ରତ୍ୟେକ ବର୍ଷ ଏଠାରେ ବିଶ୍ୱ ବିଦିତ ରଥଯାତ୍ରା ଅନୁଷ୍ଠିତ ହୁଏ. ଯାହାକୁ ଦେଖିବା ପାଇଁ ଆଚାଣ୍ଡାଳ ବ୍ରାହ୍ମଣ ଏବଂ ବିଦେଶୀ ପର୍ଯ୍ୟଟକ ଯୋଗ ଦେଇଥାନ୍ତି.