10 LINES ABOUT SARASWATI PUJA IN ODIA

ସରସ୍ୱତୀ ପୂଜା ରଚନା

Simple 10 Lines Essay on Saraswati Puja in Odia Language For Students

  • ମାତା ସରସ୍ୱତୀ ହେଉଛନ୍ତି ବିଦ୍ୟା ଦାୟିନୀ ଦେବୀ. ଏଣୁ ସେ ବାଗ୍ଦେବୀ ନାମରେ ପରିଚିତା.
  • ବସନ୍ତ ପଞ୍ଚମୀ ହେଉଛି ତାଙ୍କର ଆବିର୍ଭାବ ଦିବସ.
  • ଏଣୁ ଆମେ ବସନ୍ତ ପଞ୍ଚମୀକୁ ସରସ୍ୱତୀ ପୂଜା ରୂପେ ପାଳନ କରୁ.
  • ଏହି ଦିନ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ମାନଙ୍କରେ ସମସ୍ତ ଛାତ୍ରଛାତ୍ରୀ ମିଶି ଆନନ୍ଦ ଉଲ୍ଲାସରେ ମାତା ସରସ୍ୱତୀଙ୍କ ପୂଜା ପର୍ବ ପାଳନ କରନ୍ତି.
  • ଆମେ ସମସ୍ତେ ସକାଳୁ ଉଠି ନିତ୍ୟ କର୍ମ ସାରି ବିଦ୍ୟାଳୟ ଯାଉ.
  • ସେଠାରେ ଉପସ୍ଥିତ ଆମର ଶିକ୍ଷକ ଶିକ୍ଷୟତ୍ରୀ ଆମକୁ ସରସ୍ୱତୀ ମାତାଙ୍କ କୃପା ମାହାତ୍ମ୍ୟ ବିଷୟରେ କୁହନ୍ତି.
  • ପୂଜା ପୂର୍ବ ଦିନ ଆମେ ବିଦ୍ୟାଳୟର ସମସ୍ତ ପିଲା ମିଶି ବିଦ୍ୟାଳୟକୁ ରଙ୍ଗ ବେରଂଗର ପତାକା ଓ ଫୁଲରେ ସମସ୍ତ ଶ୍ରେଣୀ ଗୃହକୁ ସଜେଇ ଦେଇଥାଉ.
  • ପୂଜା ଦିନ ଯଥା ସମୟରେ ପୂଜକ ଆସି ପୂଜା କରନ୍ତି.
  • ଆମେ ସଭିଏଁ ମିଶି ପୁଷ୍ପାଞ୍ଜଳି ଦେଉ.
  • ଶେଷରେ ଭୋଜିଭାତ ଖାଇ ଆନନ୍ଦ ଉଲ୍ଲାସରେ ଘରକୁ ଫେରୁ.

10 LINES ABOUT SARASWATI PUJA IN ODIA

Brief Saraswati Puja Essay in Odia

  1. Mother Saraswati is Vidya Dayini Devi. Therefore, she is known as Bagdevi.
  2. Basant Pakhti is his apparition day.
  3. So we celebrate Basant Pakhmi as Saraswati Puja.
  4. On this day, all the students in every educational institution celebrate the Puja festival of Mata Saraswati with joy and happiness.
  5. We all wake up in the morning and go to school after our daily routine.
  6. Our teacher and student present there tells us about the grace of Mother Mother.
  7. On the eve of Puja, we all the school children together decorate the school with colorful flags and all the classrooms with flowers.
  8. On the day of worship, the worshiper comes and worships at the right time.
  9. We gather together and offer flowers.
  10. Finally eat the feast and return home with joy.