Atankabad Essay in Odia

Atankabad Essay in Odia, atankabad odia essay, aatankwad essay in odia.

  1. ଅସାମାଜିକ କାର୍ଯ୍ୟକଳାପ ଯେବେ ଉଗ୍ର ରୂପ ଧାରଣ କରି ଆତଙ୍କ ସୃଷ୍ଟି କରେ ତାହାକୁ ଆତଙ୍କବାଦ କୁହାଯାଏ.
  2. ଉଗ୍ର ଅସାମାଜିକ ଲୋକ ମାନଙ୍କୁ ଆତଙ୍କବାଦୀ କୁହାଯାଏ.
  3. ଏମାନଙ୍କ ମୁଖ୍ୟ କାମ ହେଉଛି ସୁସ୍ଥ ସମାଜରେ ଭୟର ଆତଙ୍କ ଖେଳାଇବା.
  4. ଏଥିପାଇଁ ସେମାନେ ଚୋରି, ଡକାୟତି, ଅପହରଣ, ହରିଲୁଟ, ହତ୍ୟା ଇତ୍ୟାଦି କରିଥାନ୍ତି.
  5. ସୁସ୍ଥ ସମାଜ ପାଇଁ ଅସୁସ୍ଥକର ପରିବେଶ ସୃଷ୍ଟି କରିବା ହେଉଛି ଆତଙ୍କବାଦର ମୁଖ୍ୟ ଲଖ୍ୟ.
  6. ଆତଙ୍କବାଦ ଯୋଗୁଁ ଦେଶ ତଥା ରାଜ୍ୟରେ ସର୍ବଦା ଅରାଜକତା ଦେଖାଦିଏ.
  7. ଜନସାଧାରଣ ନିତ୍ୟ ଗୁଣ୍ଡା ବଦମାସ ମାନଙ୍କ ଆତଙ୍କରେ ଭୟଭୀତ ହୋଇ ଜୀବନ ଯାପନ କରନ୍ତି.
  8. ନୀତି ଖବର କାଗଜ, ଟେଲିଭିଜନରେ ଏମାନଙ୍କ ଘୃଣ୍ୟ କାର୍ଯ୍ୟକଳାପର ଚିତ୍ର ଦେଖଃଇବାକୁ ମିଳେ.
  9. ଏମାନଙ୍କ ଦମନ ପାଇଁ ସରକାରୀ ସ୍ତରରେ ଯଦିଓ ପୋଲିସ ଓ ମିଲିଟାରୀ ନିୟୋଜିତ ହୋଇଥାନ୍ତି ତଥାପି କେତେକେ ଅସାମାଜିକ ରାଜନେତା ମାନଙ୍କ ଯୋଗୁଁ ପୋଲିସ ଏମାନଙ୍କର କୌଣସି କ୍ଷତି କରିପାରନ୍ତି ନାହିଁ.
  10. ରାଜନେତା, ମନ୍ତ୍ରୀ ମାନେ ଚୋର, ବଦମାସ ମାନଙ୍କ ସହ ହାତ ମିଳାଇ ଦେଶ ଲୁଣ୍ଠନରେ ବ୍ୟସ୍ତ.
  11. ଏଣୁ ଆତଙ୍କବାଦକୁ ସମୂଳେ ବିନାଶ କରିବାକୁ ହେଲେ ପୋଲିସ ଓ ମିଲିଟାରୀକୁ ସ୍ଵାତନ୍ତ୍ର୍ୟତା ଦେବ ନିହାତି ଆବଶ୍ୟକ.
Atankabad Essay in Odia, Atankabad Odia Essay

Atankabad Odia Essay

  1. Terrorism is called “terrorism” when it comes to anti-social behavior.
  2. Extremist anti-social people are called terrorists.
  3. Their main task is to play the role of fear in a healthy society.
  4. For this they commit theft, robbery, kidnapping, looting, murder, and so on.
  5. Creating an unhealthy environment for a healthy society is the main goal of terrorism.
  6. Terrorism has always led to anarchy in the country and the state.
  7. The public is constantly living in fear of the thugs.
  8. Policy newspapers, television shows can be seen depicting their heinous activities.
  9. Although police and military personnel are deployed at the government level to crack down on them, the police cannot do any harm to them due to some anti-social politicians.
  10. Politicians and ministers have joined hands with thieves and thugs to plunder the country.
    “It simply came to our notice then.

Related Content