Guru Shishya Samparka in Odia Essay, guru shishya samparka in odia writing, guru shishya samparka essay in odia.
Guru Shishya Samparka Essay in Odia
ଗୁରୁ ହେଉଛନ୍ତି ଈଶ୍ୱରଙ୍କ ପ୍ରତିବିମ୍ବ.
ଗୁରୁଙ୍କ ବ୍ୟତୀତ ଶିକ୍ଷା ଅସମ୍ଭବ ଅଟେ.
ଅଜ୍ଞାନ ସ୍ୱରୂପ ଅନ୍ଧକାର ଠାରୁ ସେ ଆମକୁ ଜ୍ଞାନର ଆଲୋକ ଆଡକୁ ନେଉଥିବାରୁ ତାଙ୍କୁ ଗୁରୁ ଆଖ୍ୟା ଦିଆଯାଇଛି.
ମୋର ପ୍ରଥମ ଗୁରୁ ହେଉଛନ୍ତି ପିତା ଓ ମାତା.
ତାଙ୍କରି ଯୋଗୁଁ ଆଜି ମୁଁ ବଡ଼ ହୋଇ ପାରିଛି.
ଆମର ସମସ୍ତ ଅଳି କୁ ସେ ସହ୍ୟ କରି ଆମ ଭିତରେ ସଂସ୍କାର ଭରିଛନ୍ତି.
ତାଙ୍କ ପରେ ମୋର ଦ୍ଵିତୀୟ ଗୁରୁ ହେଉଛନ୍ତି ବିଦ୍ୟା ଗୁରୁ ଯିଏ ମତେ ଶାସନ ଓ ସ୍ନେହର ଅପୂର୍ବ ସମ୍ଭାର ଦ୍ୱାରା ଉତ୍ତମ ମଣିଷ ଟିଏ କରି ଗଢି ତୋଳିଛନ୍ତି.
ଗୁରୁଙ୍କ ବ୍ୟତୀତ ଜୀବନ ଅଜ୍ଞାନତାପୂର୍ଣ୍ଣ ନର୍କ ଅଟେ.
ଉତ୍ତମ ସମାଜ ନିର୍ମାଣରେ ଗୁରୁଙ୍କ ଅବଦାନ ସର୍ବଶ୍ରେଷ୍ଠ ଅଟେ.
ଏଣୁ ଆମେ ସର୍ବଦା ଗୁରୁଙ୍କ ଶ୍ରୀ ଚରଣରେ ଶରଣ ପଶି ଏଇ ସମାଜକୁ ଏକ ସୁସ୍ଥ ସମାଜରେ ଗଢିବା ନିତାନ୍ତ ଆବଶ୍ୟକ.
ନଚେତ ଭବିଷ୍ୟତ ଅନ୍ଧକାରମୟ ହେବ ସୁନିଶ୍ଚିତ.

The Guru is the reflection of God.
Education is impossible without the Guru.
He is called the Guru because he leads us from darkness to darkness to the light of knowledge.
My first teacher was my father and mother.
Thanks to him, I have grown up today.
He has endured all our sorrows and filled us with reforms.
My second teacher after him is Vidya Guru who, in my opinion, has made me a better person through the wonderful wealth of governance and affection.
Life is a hell of a lot different than the Guru.
The Guru’s contribution to the building of a better society is paramount.
Therefore, we must always take refuge in the feet of the Guru and build this society in a healthy society.
Otherwise the future will be dark.
Related Content